ଯେଉଁମାନେ ଏକ ଲୋଗୋ କିମ୍ବା ଫେଭିକନ୍ ଆବଶ୍ୟକ କରନ୍ତି, ସେମାନଙ୍କ ପାଇଁ ଆନିମେସନ ଓଡ଼ିଶା ତରଫ ରୁ ଏଠାରେ ଏକ ସରଳ ଉପକରଣ ଉପଲବ୍ଧ, ନିଜର ଆବଶ୍ୟକତା ଅନୁସାରେ ICON ଓ TEXT ବାଛି .png ଫର୍ମାଟ ର ଲୋଗୋ ଓ ଫେଭିକନ୍ DOWNLOAD କରନ୍ତୁ।
Favicon:
Logo: